STORYMIRROR

Arundhati Senapati

Abstract

3  

Arundhati Senapati

Abstract

ଦୂରତାରେ ବି ନିବିଡ଼ତା

ଦୂରତାରେ ବି ନିବିଡ଼ତା

1 min
11.5K

ତୁ ପାଖରେ ଥା' କି ଦୂରରେ

ହେଲେ ଲାଗେ ଅଛୁ ସାଥିରେ।


ଛଅ ଋତୁ ଆମ ପାଇଁ ଗୋଟିଏ ଋତୁ

ନାଁ ଟି ତା'ର ପ୍ରେମ ଋତୁ।


ଛିଡା ହୋଇଥିଲେ ବି ଏକାନ୍ତରେ

ଅନୁଭବ ହୁଏ ହାତ ଧରି ଅଛୁ ମୋ ପାଖରେ।


ଥୁଣ୍ଟା ଗଛ ବି ଦିଶେ ଭରପୂର ଗଛ ପରି

ଅଦ୍ବିତୀୟ ତୁ, ନାହିଁ କେହି ତୋ ପରି।


ପ୍ରେମର ପ୍ରେୟସୀ ତୁ, ଦୂରତା ଥିଲେ ବି ରହିଛୁ ମୋ ସ୍ମୃତିରେ

ସଭିଁଙ୍କ ଅଜାଣତରେ ରହିଛୁ ତୁ ହୃଦୟର ନିଭୃତ କୋଣରେ।


ଅଜବ୍ ଏ ଦୂରତା......... ଦୂରତା କଷ୍ଟ ଦେଲେ ବି ବଢୁଛି ନିବିଡତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract