STORYMIRROR

kamal kumar dash

Classics

2  

kamal kumar dash

Classics

ଦୁର୍ଗା

ଦୁର୍ଗା

1 min
125


ଶରଗ ରୁ ଆଜି   ଓହ୍ଲାଇ ଆସିଛ 

     ମାତା ମରତ ପୁରୀରେ

ତୁମ ଆଗମନେ    ହସୁଛି ଧରଣୀ 

      ସବୁଜ ତା ଓଢଣିରେ (୧)

ଦୁର୍ଗତି ନାଶିନୀ   ମହିଷାମର୍ଦିନୀ 

    ଆଗୋ ମାଆ ଦଶ ଭୁଜା 

ନାଶ ମା ଦୁର୍ଗତି   ଏ ଧାରା ଧାମ ରୁ 

    ଭରିଦିଅ ମହାନତା (୨)

ନାଶ କର ଦୈତ୍ୟ  କରୋନା ରାକ୍ଷସ 

      ଖୁସିରେ ହସୁ ଏ ଧରା 

  ଶାନ୍ତି ମୁକ୍ତି ଭକ୍ତି    ସ୍ନେହ ଓ ଶ୍ରଦ୍ଧାରେ

      ହେଉ ଏ ସରାଗ ପରl  (୩) 


Rate this content
Log in

Similar oriya poem from Classics