STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଦୁଇଟି ସ୍କେଚ

ଦୁଇଟି ସ୍କେଚ

1 min
266


।ଏକ।


କିଛି ଶବ୍ଦ 

କଳ୍ପନା ନୁହେଁ 

ବରଂ ଅଭିଜ୍ଞତାରୁ ଲେଖାଯାଏ,

ଯିଏ ଘୃଣା କରୁଥାଏ 

ସେ ହିଁ ଦିନେ ଅଧିକା ଭଲପାଏ ।


।ଦୁଇ।

ସବୁ ପ୍ରଶ୍ନର ଉତ୍ତର ଥାଏ 

କିନ୍ତୁ ଆସିବାରେ ହୁଏ ତ ଡେରି ହେଇପାରେ,

ଆତ୍ମଗର୍ବୀ ମଣିଷ ଯେବେ

ହୃଦୟକୁ ବୁଝିପାରେ 

ଉତ୍ତର ଆପେ ଆପେ ହୃଦୟକୁ ଲୋଡ଼େ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract