STORYMIRROR

Prajna Paramita Mohanty

Abstract

2  

Prajna Paramita Mohanty

Abstract

ଦୁଇଟି ଏକପଦୀ

ଦୁଇଟି ଏକପଦୀ

1 min
28


ଅପେକ୍ଷା:

ଆଗମନେ ଆବାହନୀ 

  ଆଶାବାଦୀ ଅନ୍ଵେଷଣୀ

ଅତିଥି ଆଗାମୀ ତୁମେ

  ଅବା ଆତ୍ମୀୟସ୍ଵଜନୀ |


ଉପେକ୍ଷା:

ଆଦରର ଅଭ୍ୟର୍ଥିନୀ

  ଅପେକ୍ଷାରେ ଆହ୍ଲାଦିନୀ

ଅୟୁତେ ଅୟୁତେ କାଟେ

  ଅଶ୍ରୁ ଭରେ ସେ ଯାମିନୀ | 


Rate this content
Log in

Similar oriya poem from Abstract