STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଦୁଇଜଣ ସୂର୍ଯ୍ଯ

ଦୁଇଜଣ ସୂର୍ଯ୍ଯ

1 min
81

ଯେମିତି ବାହାରିବେ ପୂର୍ବ ଦିଗରେ ସୂର୍ଯ୍ଯ

ଟିକିଏ ନାଲି ରଙ୍ଗ ଲଗେଇ

ଠିକ ସେମିତି ବାହାର ତୁମେବି ଘରୁ

ଲମ୍ବା ଲମ୍ବା ଗୋଡ ପକାଇ ବାହାରି ପଡ

ସେଇ ଏକି କଥା ମ

ଆକାଶ ଆର ପାଖରେ ଜଣେ ସୂର୍ଯ୍ଯ

ଆଉ ଏ ପାଖରେ ତୁମେ ଜଣେ ସୂର୍ଯ୍ଯ

ଏକା ମା ପେଟର ଦୁଇ ଭାଇ ପରି

ଦୁଇ ଜଣଙ୍କର ଚେହେରା ମିଶିଯାଏ

ସବୁଦିନ ସକାଳେ ଓ ସନ୍ଧ୍ଯାରେ


Rate this content
Log in

Similar oriya poem from Abstract