STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଦୁଃସ୍ବପ୍ନ

ଦୁଃସ୍ବପ୍ନ

1 min
304

ଖୋଜୁଛି ବୋଲି ଲକ୍ଷସ୍ଥଳୀ

ରାସ୍ତା ପାଲଟିଯାଏ

ମରୁଭୂମି ର ମରୁବାଲି,

ଯେତେ 

ଦୂରୁକୁ ଦୂରକୁ

ସେତେ 

ଅପହଞ୍ଚ

ମୃଗତୃଷ୍ନା ମରୀଚିକା

ପରିଭାଷା ଏବେ ଜୀବନର !

ଅବୁଝା ମନ

ଜମା ବୁଝେନା

ପଚାରନା

ମତେ ତମେ କିଛି

ପଚାରିଲେ

କାଳେ ତମେ

ପାରିବନି କିଛି ବୁଝି

ଏଠି ଯନ୍ତ୍ରବତ

ସବୁକିଛି ଘଟିଯାଏ

ଆକସ୍ମିକ ଭାବେ ଘଟଣା

ଦୁର୍ଘଟଣା ତାପରେ

ଟିକଟିକ ଘଣ୍ଟା କଣ୍ଟା ପରି

ପାଲଟି ଗଲିଣି

ଅହରହ

ଏଠି

ଆତ୍ମତୃପ୍ତି 

ହୁଏ ଦୁଃସ୍ବପ୍ନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract