STORYMIRROR

Sudhashree Bhattamisra

Tragedy

4  

Sudhashree Bhattamisra

Tragedy

ଦୁଃସ୍ବପ୍ନ

ଦୁଃସ୍ବପ୍ନ

1 min
363

ସ୍ବପ୍ନ ଭଳି ଦୁଃସ୍ବପ୍ନ କାହିଁକି ଯେ ଆସେ 
ଜୀଵନ ଭଳି ଯାତନା ଯେ କାହିଁକି ସହେ 
ଜୀଵନ ଟା ଯଦିବି ଫୁଲର ବଗିଚା 
ତଥାପି କେଉଁ ଏକ କଳା ନାଗ ର ଦଂଶନରେ 
ବିଷାକ୍ତ କାହିଁକି ଯେ ହୁଏ...
ରାତି ଭଳି ଅନ୍ଧକାର ଜୀଵନ ଟା 
ଖୋଜେ ପୁଣି ସନ୍ଧାନ ଆଲୁଅ ର 
ଆଲୁଅର ପର୍ବ ପାଳିବାକୁ 
ଜୀବନର ଯାତନା ସହିବାକୁ 
ଫୁଲ ସିନା ଫୁଟେ ମହକେ 
ବାସ୍ନା ବିତରଣ କରେ 
କ୍ଷଣଭଙ୍ଗୁର ହୁଏ ଦେବଭୋଗ୍ୟା 
ହୁଏ, ସ୍ବପ୍ନ ଭଳି ଦୁଃସ୍ବପ୍ନ କାହିଁକି 
ଯେ ଆସେ, ଜୀଵନ ଟା ଯାତନା 
କାହିଁକି ସହେ................


Rate this content
Log in

Similar oriya poem from Tragedy