STORYMIRROR

Sumitra Sahoo

Abstract Others

3  

Sumitra Sahoo

Abstract Others

ଦୁହିତା

ଦୁହିତା

1 min
139

ମାଆ ବାପାଙ୍କର ଥିଲି ମୁଁ ଅଲିଅଳି

 ତାଙ୍କ ପାଇଁ ସାରା ଜଗତକୁ ଜାଣିଲି ପୁଣି।

ସ୍ନେହ ମମତାରେ ବନ୍ଧା ଏ ଜୀବନ ମୋର

 ତାଙ୍କ ଠୁ ଅଲଗା ହୋଇ ଗଲି ମୁଁ ଶାଶୁଘର।

ସେଠି ପହଞ୍ଚି ଗଢା ହେଲା ମୋ ଭାଗ୍ୟ ଡୋର

 ବାନ୍ଧି ହୋଇ ଗଲି ସଂସାର ମୋହରେ।

ଫିଟି ପାରୁ ନାହିଁ ସଂସାର ଜଞ୍ଜାଳେ

 ସଭିଙ୍କର ମନ ନେଇ ସେବା କରିବା

ତାଙ୍କ ଚଲା ପଥେ ଢାଲ ହୋଇ ଠିଆ ହୋଇବା।

ସେଥିପାଇଁ ତ କଥା ରେ ଅଛି ଦୁହିତା

ଦୁଇ କୂଳକୁ ହିତା ଦୁହିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract