STORYMIRROR

Sumitra Sahoo

Others

3  

Sumitra Sahoo

Others

ପତି ପତ୍ନୀ

ପତି ପତ୍ନୀ

1 min
175

 ପତି, ପତ୍ନୀ ଭଳି ପବିତ୍ର ସଂପର୍କ 

      ନାହିଁ ଏ ଜଗତେ କିଛି ।

  ସାତଜନ୍ମ ପାଇଁ ସାଥୀ ହେବ ବୋଲି

      ବନ୍ଧନରେ ବାନ୍ଧି ରଖିଛି ।

  ଭରସା ବି ଥାଏ ବିଶ୍ୱାସ ବି ଥାଏ

    ଥାଏ ଏଠି ଭଲପାଇବା ହୃଦୟରୁ ।

    ଆସୁ ଯେତେ ଝଡ଼ଝଞ୍ଜା

       ସଂପର୍କ ନିବିଡ଼ ଥିଲେ 

    ବାଧା ବିଘ୍ନ ଯିବ ଦୂରେଇ।। 


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍