STORYMIRROR

Sumitra Sahoo

Others

3  

Sumitra Sahoo

Others

ସେବା

ସେବା

1 min
126


ଜୀବନ ର ଅନ୍ୟ ନାମ ତୁମେ ଭଗବାନ

 ତୁମରି ସେବାରେ ଯାଉ ଏଇ ମୋ ଜୀବନ

ସଭିଙ୍କ ର ନାଥ ତୁମେ ହେ ଜଗତ ନାଥ

ତୁମ କୁ ସେବି ଲେ ଚାଲେ ମୋ ଜୀବନ ରଥ

ତୁମେ କୃପା କଲେ ପ୍ରଭୁ ହେ କଳା ଠାକୁର

ତୁମ ରି ସେବାରେ ଜୀବ ଏ ଜୀବନ ମୋର

ମାନବ ସେବାରେ ତୁମେ ପ୍ରାପ୍ତ ହୁଅ

ତୁମ ବିନା ଏ ଜୀବନ ମୋର କିଛି ନୁହଁ

ଦୀପ ଟିଏ ଭଳି ମୋତେ ଜାଳି ଦିଅ ସିନା

ତୁମ ସେବା ବିନା ପ୍ରଭୁ ବଞ୍ଚି ତ ହୁଏନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍