STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଦୃଷ୍ଟାନ୍ତ

ଦୃଷ୍ଟାନ୍ତ

1 min
33


ନିଜକୁ ଯଦି ନିଜେ ନକର ସଂଶୋଧିତ 

ସଂଘର୍ଷର ଶୃଙ୍ଖଳାରେ 

ବୈଧ ବୈଧତା ଭିତରେ 

କିଏ ଜୀବନ୍ତ କିଏ ମୃତ 

ଶୋକର ଛାୟାରେ ହେବାକୁ ମର୍ମାହତ 

ଅପରାଧ ଅପରାଧୀ ଭିତରେ 

କିଏ ଅଶାନ୍ତ କିଏ ତୃଷିତ 

ସବୁ ବିଶୃଙ୍ଖଳା ରେ ନିଜର ହିଁ ହାତ 

ସେଇପାଇଁ କରୋନା ପ୍ରଛର୍ଣ୍ଣେ କହେ 

ନିଜେ ଆଗେ ଧୁଅ ନିଜ ହାତ 

ଶାନ୍ତିରେ ବଂଚିବାର କଳା ଆଜି ଆହତ 

ଏଥିପାଇଁ କଣ କରିବେ ଜଗନ୍ନାଥ 

ଶିଖାଇଛନ୍ତି ଥରକୁ ଥର ଧର୍ଯ୍ୟ ସାହାସ ସୂତ୍ର 

ଯାହାକି ନିଶ୍ଚୟ ଏକମାତ୍ର ପଥ 

ଅଧରପଣା ଦେଇ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ 

ଏବେବି ସେ ସଂସ୍କୃତି ଓ ସଂହତିର 

ଏକମାତ୍ର ଦୃଷ୍ଟାନ୍ତ 

କୋଉଠି ନା କୋଉଠି ରକ୍ଷାକରିବା ବାଟ 

ନିଶ୍ଚୟ ରଖିଛନ୍ତି ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action