STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦୃଶ୍ୟ

ଦୃଶ୍ୟ

1 min
13.5K


କିଛିଟା ଆସକ୍ତି ଅହଂକାର ପାଇଁ

କିଛିଟା ଲୋଭ , ପାଗଳାମି ପାଇଁ

ମାଟି ଦେହକୁ ସୁହାଇଲା ଭଳି

କିଛିଟା ବଦଭ୍ୟାସ ମିଛ ସୁଖ ପାଇଁ

ଏସବୁ ବୋହି ଚାଲୁଥାଏ

ଆତ୍ମା ଫୁଲଟି

ଧୀରେ ଧୀରେ ସେଇ ଚିରନ୍ତନୀ

ମୃତ୍ୟୁ ଆଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics