STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଦୃଶ୍ୟ

ଦୃଶ୍ୟ

1 min
300

ସମୟର ନିର୍ଜନ ବେଳାଭୂମିରେ

ମରୁଭୂମି 

ପାଲଟିଯାଏ

ଜୀବନ

ସ୍ବପ୍ନ ସବୁ 

ମରୀଚିକା 

ର

ପ୍ରହେଳିକା

ସୃଷ୍ଟି କରିଥାଏ

ତରଙ୍ଗୟିତ ସ୍ବପ୍ନ

ମୁଣ୍ଡ ପିଟୁଥାଏ

ବେଳାଭୂମିରେ

ଆଙ୍କି ହୋଇଯାଏ

ଚିତ୍ରକଳ୍ପ

କେଉଁ

ଏକ ଅପହଞ୍ଚ 

ଇଲାକାର

ସ୍ବପ୍ନ ସବୁ 

ତରଙ୍ଗୟିତ

ଆଙ୍କି ହୋଇଯାଏ

ଚିତ୍ରକଳ୍ପ

ଦୃଶ୍ୟରୁ

ଦୃଶ୍ୟନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract