Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy Classics

4.0  

Prafulla Kumar Tripathy

Tragedy Classics

ଦର୍ଶନ ଦିଅ ପ୍ରଭୁ

ଦର୍ଶନ ଦିଅ ପ୍ରଭୁ

1 min
290


ହୃଦୟ ମଧ୍ୟରେ ତୁମେ ଅଛ ପ୍ରଭୁ

ଅଛ ମୋ ଠାକୁୁର ଘରେ

ସଞ ସକାଳେ ପ୍ରାର୍ଥନା କରୁଛିି

ଧୂପ ଦୀପ ନୈବେଦ୍ଯରେ ।

ଜୟ ଜଗନ୍ନାଥ ତୁଣ୍ତେ ମୋ ଥାଉ

ଶୁଭୁ ତୁମକୁୁ ମୋ ଡାକ

ତୁମ ଦୟା ହେଲେ ଯିିବି ଶ୍ର୍ରୀ୍କ୍ଷେତ୍ର

ଦେଖିବି କଳା ଶ୍ରୀମୁଖ ।

ତୁମେ ଯଦି ହୁଅନ୍ତ ମୋ ରଥର ସାରଥି

ବାହନ୍ତ ମୋ ଜୀବନ ରଥ

ଏ କରୋନା କାଳରେ ତୁମ ବିଶ୍ବରୁପ

ଦେଖନ୍ତି ହେ ପ୍ରଭୁ ଜଗନ୍ନାଥ ।

ଚାହୁଁ ନାହିିଁ ପ୍ରଭୁ ଧନ ଜନ କିଛି

ଯଶ ଖ୍ଯାତ ସନମାନ

ତୁମରି ଚରଣେ ଶରଣ ପଶିଛି

ବାରେ ଦିଅ ପ୍ରଭୁ ଦରଶନ ।

ଷାଠିଏ ପଉଟିି ଭୋଗରୁ ଟିକାଏ

ମାଗିବିନି ତତେ କେବେ

ତୋ ଛଡା ତୁଳସିର ଆଶା

ସାରୁ ଥିବି ମୋ ହୃଦୟରେ ।

ଆନନ୍ଦ ବଜାରେ ଅଭଡା ଖାଇବି

ତର ନାମ ଜପିି ଜପିି

ମୋ ଡାକଶୁଣିି କୋଳେ ନେବୁ ମୋତେ

ପାଇବି ବୈକୁୁଣ୍ଠ ପ୍ରାପ୍ତି ା


Rate this content
Log in

Similar oriya poem from Tragedy