STORYMIRROR

Chittaranjan Nanda

Fantasy Inspirational Others

3  

Chittaranjan Nanda

Fantasy Inspirational Others

ଦରବୃଦ୍ଧି, ଲାଗେ ଡର

ଦରବୃଦ୍ଧି, ଲାଗେ ଡର

1 min
122

ଖରା ହେଉଛି ଟାଏଁ ଟାଏଁ

ଝଞ୍ଜା ବହୁଛି ସାଏଁ ସାଏଁ ।


ବହୁଛି ଥପ୍ ଥପ୍ ଦେହୁ ଝାଳ 

ଜୀବନ ହେଉଛି ଡହଳ ବିକଳ ।


ଦହି ସର୍ବତ, ବାସି ପଖାଳ ଆମର

ତରଭୁଜ, ବେଲ ପଣା, ଦରକାର ।


ଦରବୃଦ୍ଧି କି ଦେଖି ଲାଗେ ଡର

କିପରି କରିବା ଦେହର ଉପଚାର ।


Rate this content
Log in

Similar oriya poem from Fantasy