STORYMIRROR

Sanjya Tripathy

Classics

2  

Sanjya Tripathy

Classics

ଦ୍ରାଛନ୍ନ ଚକ୍ଷୁଯୁଗଳରେ ଦ୍ରର ମୃତ୍ୟୁ ଯୁଗଯୁଗର ନୀଳତୃଷାର ଯୁଗପତ୍ ଆସଂତ୍ରଣ

ଦ୍ରାଛନ୍ନ ଚକ୍ଷୁଯୁଗଳରେ ଦ୍ରର ମୃତ୍ୟୁ ଯୁଗଯୁଗର ନୀଳତୃଷାର ଯୁଗପତ୍ ଆସଂତ୍ରଣ

1 min
99


ଅତୃପ୍ତ ତୃଷ୍ଠା ପ୍ରକୃତିର ତୀଡବ ବର୍ଷର

ଅଟୋପସୀ ବାହୁବଂଧନରେ ତ୍ରିସ୍ତ ନାୟିକା- ତୃପ୍ତ ନାୟକଗଣ

ଅଂଗମିଳନର ବିତରଣ । ବିପଣନ କିଆଁ ?

ଏକ ମଧ୍ୟଯୁଗୀୟ, ସାତବାଦୀ ତାଧାରାରେ ପ୍ରତିପୋଷିତ

ସମାଜର ବଡଦଂଡା ମାନଂକର ଦାୟିତ୍ବ କଣ ?

ଏଇ ଘୃଣ୍ୟ ପ୍ରଥାର ସମୂଳୋତ୍ପାଟନ ଅବା ଗୁପ୍ତ ପ୍ରୋତ୍ସାହନ ?

ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାର ବ୍ୟତିକ୍ରମ ହେଉ

ଅବା ହେଉ ନୈତିକ ମୂଲ୍ୟବୋଧହୀନ ସାମାଜିକ ପୃଷ୍ଠଭୂମି

ଆଦିମ ଆନଂତ୍ରଣର ଖୋଲା ପ୍ରଚାର ପ୍ରସାର ସର୍ବଥା ବର୍ଜନୀୟ

ଏହା ହୋଇପାରେ କବିର କଳ୍ପନା- ଭାସ୍କରର ପ୍ରେରଣା

ଅବା ଚିତ୍ରକରର ବହୁରଂଗୀ ଇଜେଲ

ଏ ମାନସିକତାର ପରିବର୍ତନ ହିଁ ଆଣିବା

ସୁପ୍ତ, ସମୃଦ୍ଧ, ସୁରକ୍ଷିତ, ସନ୍ଥ, ଶୀତ ସୁରଭିତ ସମାଜର ସ୍ଵପ୍ଲିଳ ବର୍ତବିଭା

ନୈତିକତାର ସଂଜୀବନୀରେ ପରିପୃଷ୍ଟ ହେବେ ବିପଥଗାମୀ ଯୁବ ସମାଜ

କ୍ରମଶଃ ଅପସରିଯିବ ଗଣମାଧମରୁ ଛାତ୍ରୀକୁ ଗଣଦୁଷ୍କର୍ମର ହେଡ୍‌ଲାଇନ୍ସ ।


Rate this content
Log in

Similar oriya poem from Classics