STORYMIRROR

MADHU MITA

Abstract Classics Thriller

3  

MADHU MITA

Abstract Classics Thriller

ଦୋଛକି

ଦୋଛକି

1 min
175

ଏପଟେ ନିଆଁକୁ ସେପଟେ ପାଣି

ଜୀବନ ସତେ ଅତିଷ୍ଠ ହେଲାଣି

କିଛି କରି ହେଉନାହିଁ ଏଥର

ଭାଳି ଭାଳି ହୁଏ ପିଳେହି ପାଣି ।


ଆଗକୁ ଗଲେ ଖାଇ ଆସଇ

ପଛରେ ବଡ ଗାତ ଦିଶଇ

ବାଆଁ କଡ ପଟେ ଖୋଲା ରାସତା

ଡାହାଣ ପଟରେ ଢ଼ିପ ଭୁଇଁଟା ।


ଦୋଛକି ଜୀବନ ଦୋଛକିରେ ମନ

ଦୋଛକିରେ ତୁମେ ହେବ ସାବଧାନ

ଟିକେ ଢ଼ଳିଗଲେ ଯିବ ଜୀବନ

ଏକଥାକୁ ସଦା ରଖିବ ଧ୍ୟାନ ।


Rate this content
Log in

Similar oriya poem from Abstract