Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୁଲୁ ବେହେରା

Inspirational

3  

ବୁଲୁ ବେହେରା

Inspirational

ଦଣ୍ଡଯାତ୍ରାର କଠିନ ଦଣ୍ଡ ପରୀକ୍ଷା

ଦଣ୍ଡଯାତ୍ରାର କଠିନ ଦଣ୍ଡ ପରୀକ୍ଷା

1 min
249


ଆଜିକାଲି ପିଲାମାନଙ୍କ ପାଇଁ

ପଞ୍ଚମ ଶ୍ରେଣୀ ପରୀକ୍ଷା କିଛି ନୁହଁ,

ସପ୍ତମ ଶ୍ରେଣୀ ପରୀକ୍ଷା ଟିକିଏ କଷ୍ଟ

ଆଉ ମେଟ୍ରିକ ପରୀକ୍ଷା ତ

କଠୋର ପରିଶ୍ରମ କରିବାକୁ ପଡେ l

+2 ପରୀକ୍ଷା ସବୁଠାରୁ ଭlରି କଷ୍ଟ

କିନ୍ତୁ +3 ପରୀକ୍ଷା କମ ପରିଶ୍ରମ କଲେ

ଭଲ ମାର୍କ ରଖି ପାସ ହୋଇପାରିବ l

 ମାତ୍ର ସବୁ ପରୀକ୍ଷା ଠାରୁ ଅଧିକ କଠୋର

ନିଘା ନିଷ୍ଠା ଆଉ ଦଣ୍ଡନୀୟ ପରୀକ୍ଷା ହେଉଛି

ଆମର ଦଣ୍ଡ ନାଟ ପରୀକ୍ଷା l

ପ୍ରତି ମୁହୂର୍ତ୍ତରେ ଦଣ୍ଡ ଆଉ ପରୀକ୍ଷl 

ଶୋଇଲେ ପରୀକ୍ଷା ତ ଖାଇଲେ ପରୀକ୍ଷା

ଚାଲିଲେ, ଏକ ଗଲେ, ଝାଡା ଗଲେ

କୁକୁର, ବିଲେଇ ଛୁଇଁ ଦେଲେ

ଉପରେ କାଉ ଝାଡା ଫେରିଦେଲେ

ସବୁବେଳେ ହାତେ ମାପି ଚାଖଣ୍ଡେ

ଚାଲିବାକୁ ପଡିଥାଏ, l

ନହେଲେ ପରୀକ୍ଷାରେ ଫେଲ ହେଲା ପରି

ନିଜର ପଇତା ଅଶୁଦ୍ଧ ହୋଇଯାଏ l

କିନ୍ତୁ ପରୀକ୍ଷାରେ କୃତ କାର୍ଯ୍ୟ ହେଲା ପରି

ଦଣ୍ଡ ନାଟ ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେଲା

ହୋମ ପଇତାର ମହତ୍ୱକୁ ସିଏ

ଭଲ ଭାବରେ ବୁଝି ପାରିଲା l

ଆଉ ମହାମାୟୀ କାଳୀଙ୍କର ପରମ ଭକ୍ତ

ଭାବରର  ବିଦିତ ହେଲା l


        


Rate this content
Log in

Similar oriya poem from Inspirational