STORYMIRROR

Gajendra Kumar sethy

Abstract

4  

Gajendra Kumar sethy

Abstract

ଦନାର ମାଝୀ

ଦନାର ମାଝୀ

1 min
224

ନୀଚ ଜାତି ବୋଲି ଦୁଃଖ ନାହିଁ ମୋର

ସବୁଠାରୁ ସୁୁୁଖି ମୁଁହିି

ଯେତିକି ଦେଇଛ ସେତିକିରେ ଖୁସି

ଆଉ କିଛି ଲୋଡାନାହିଁ ।

ସୁନ୍ଦର ଶରୀର ପୂର୍ଣ୍ଣାଙ୍ଗ ମଣିଷ

ଆଉ କିି ଖୋଜିବି ମୁହିଁ

ଲୋଭରେ କାହିଁକି ପାପ ମୁୁଁ କରିିିବି

କିଛି ଆଶା କରେେ ନାହିଁ ।

ଉଚ୍ଚ ନୀଚ ସିନା କର୍ମ କରିିିିଥାଏ

ଏ କଥା ଜାଣିିିଛି ମୁଁହି

ସେଇଥିପାଇଁ ମୁୁଁ ମୋର ପାପପୁୁଣ୍ୟ

ଦେଇଛି ସମର୍ପିତ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract