STORYMIRROR

Kadambari Mohakhud

Abstract Classics Inspirational

2  

Kadambari Mohakhud

Abstract Classics Inspirational

ଦନାର ମାଝୀ

ଦନାର ମାଝୀ

1 min
114


ସମୟର ସ୍ରୋତେ 

ଦରିଆର କୂଳେ 

ଦନାକୀ ବସିଛି 

ମାଝୀ ଅପେକ୍ଷାରେ ||



ହୃଦୟରେ ରଖି 

ଅସୀମର ଆଶା

ଅପେକ୍ଷା ନଈରେ 

ତାର ଭରସା ||


ଝଡ ତୋଫାନ 

ଅବା ଖରା ଝାଞ୍ଜି

ଡରେ ନାହିଁ ଅକାତେ 

ସେ ଦନାର ମାଝୀ ||


ପାହିଲା ସକାଳ 

ସୁଭିଲାଣି କାକ 

ଶୁଭୁନାହିଁ ଆଉ 

ମାଝୀର ଡାକ ||


ଯାନ ପରୀଯାନ

ଶବ୍ଦ ବାଦ୍ୟରେ 

ଦୂଷିତ ଆକାଶ 

ଧୂଆଁ ପରିବେଶରେ ||


ପୂରୁବ ସେକାଳ 

ପୂରୁବର ଯାତ୍ରା 

ଭୁଲି ଗଳେଣିକି 

ଦନାରେ ସେ ଯାତ୍ରା ||


ବିନା ଯାତ୍ରୀରେ 

ପଥଭ୍ରଷ୍ଟ ଆଜି 

ଏକା ବସେ କୂଳେ 

ଦନାର ମାଝୀ

ସେ ଦନାର ମାଝୀ ।।


Rate this content
Log in

Similar oriya poem from Abstract