STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ଦ୍ଵିତୀୟ ପୃଥିବୀ

ଦ୍ଵିତୀୟ ପୃଥିବୀ

1 min
387

କୁନି କୁନି ହାତେ ମୋର

ଗଢନ୍ତିକି ଏକ ଦ୍ଵିତୀୟ ପୃଥିବୀ

ସଜେଇଦିଅନ୍ତି ତାକୁ ଶାଗୁଆ ବନରେ

ରୁହନ୍ତେ ଦରଦୀ ମଣିଷ

ଚଳନ୍ତେ ସମସ୍ତେ ମାନି

ମଣିଷପଣିଆର ଧର୍ମ

ନ ଥାଆନ୍ତା କିଛି ଜାତି ଫାତିର ପତିଆରା

ଉଚ୍ଚ ନୀଚ ର ହୀନ ଭାବନା

ହୁଅନ୍ତା ସତ୍ୟ ଓ ଅହିଂସାର ସରଗପୁର

ଗଢନ୍ତି କି ଏକ ଦ୍ଵିତୀୟ ପୃଥିବୀ

କୁନି କୁନି ଏଇ ହାତରେ ମୋର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational