STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ଦୀପଟିଏ ହେବି

ଦୀପଟିଏ ହେବି

1 min
133

ସଳିତା ମୁଁ ହେବି

ଦୀପଟିଏ ହେବି

ଜଳିବି ନିଃଶେଷ ହେବା ଯାଏ

ସଳିତା ମୁଁ ହେବି

ଦୀପଟିଏ ହେବି

ଆଲୋକିତ କରିବାକୁ

ଜଳିବା ମୋ ଧର୍ମ

ଏହି ଜଳିବାରେ ମିଳିଥାଏ

ଆତ୍ମତୃପ୍ତି

ତେଣୁ ଜଳୁଥିବି ନିଃଶେଷ

ହେବାଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract