STORYMIRROR

sumita behera

Abstract

2  

sumita behera

Abstract

ଦୀପାଳି

ଦୀପାଳି

1 min
167

ଦୀପାଳି ତା ମନ ସୁଖେ ଜଳୁଛି

ବତାସର ଗତିକୁ ବି ନିରେଖି ସେ ଚାହୁଁଛି

ପତଙ୍ଗର ଉତ୍କଣ୍ଠା ତ ବଢି ବଢି ଚାଲିଛି

ପୋଡିଯିବ ଜାଣି ମଧ୍ୟ ନିଜକୁ ନିଜେ ସଜ କରୁଛି


ଧୀରେ ଧୀରେ ବହିବୁରେ ମତୁଆଲା ବତାସ

ଆମନ୍ତ୍ରଣ ଦୀପାଳୀର ପତଙ୍ଗ କି ଭୁଲିବ

ଜିଦି ଆଜି ଦୁହିଁଙ୍କର ଜଳି ଜଳି ସରିବେ

ପବିତ୍ର ଏ ପ୍ରୀତି ତାଙ୍କ ଅମର ଯେ କରିବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Abstract