STORYMIRROR

Sujata Routray

Abstract

2  

Sujata Routray

Abstract

ଦୀପାବଳୀ

ଦୀପାବଳୀ

1 min
461

ଚମତ୍କାର ପର୍ବ ଏ ଆଲୋକର

ଦୂରେଇଯାଏ ଅନ୍ଧକାର


ମା ଲକ୍ଷ୍ମୀ ,ମା କାଳୀଙ୍କ ଆଗମନ

ଆନନ୍ଦରେ ଉଲ୍ଲସିତ ଭକ୍ତଜନ


ଆବାହନ ମନ୍ତ୍ରରେ ପ୍ରକମ୍ପିତ

କୋଳାହଳମୟ ସାରା ଜଗତ


ବାଣର ଫୁତକାରରେ କମ୍ପିତ

ଆଲୋକମାଳାରେ ସଜ୍ଜିତ


ହେ! ମା ଲକ୍ଷ୍ମୀ ଧନଧାନ୍ୟରେ ପରିପୂର୍ଣ୍ଣ କର

ହେ! ମା କାଳୀ ଦୁଷ୍ଟଙ୍କୁ ସଂହାର କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract