STORYMIRROR

LALIT MOHAN DASH

Romance Tragedy Crime

3  

LALIT MOHAN DASH

Romance Tragedy Crime

ଦୀପାବଳି

ଦୀପାବଳି

1 min
177


ଆଜି ଦୀପାବଳି

ଆଲୋକ ଉତ୍ସବ

ଉଲ୍ଲାସ କୁହୁକ ରାତି

ଦୀପାଳି ଜାଳୁଛି

ତମ ପାଇଁ ପ୍ରିୟ

ପରାଣେ ସଳିତା ପ୍ରୀତି l

ଅଲୋକ ଲଗନେ

ମନାଉଛି ବନ୍ଧୁ

ତମ ସୋହାଗ ଆଲୋକ ଝରୁ

ଚିର ଅନ୍ଧକାର

ଅନ୍ତରେ ମୋର

ସହସ୍ର ଦୀପାଳି ଜଳୁ l

ତମ ବକ୍ଷଲଗ୍ନା

ଝୁରା ଅଳସ ମାଦକେ

ଉଠେ ମୁଁ ମାତି l

ଆଜି ଦୀପାବଳି

ଆଲୋକ ଉତ୍ସବ

ଉଲ୍ଲାସ କୁହୁକ ରାତି l

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance