STORYMIRROR

Prabhati Mahapatra

Inspirational Children

3  

Prabhati Mahapatra

Inspirational Children

ଦୀପାବଳି ଉତ୍ସବ

ଦୀପାବଳି ଉତ୍ସବ

1 min
150


ମନର ଆନନ୍ଦେ ଆଲୋକ ମାଳାରେ

ସଜାଡିଛି ମୋର ଘର

ହୃଦୟରେ ଡାକେ ଆହେ ପରଂବ୍ରହ୍ମ

ଜଗତକୁ ରକ୍ଷା କର ।

ତୁମରି ଆଲୋକେ ଆଲୋକିତ ଜଗ

ସର୍ବ ପ୍ରାଣୀ ପୁଲ୍ଲକିତ

ଧନ୍ୟ ମହାପ୍ରଭୁ ତୁମ ଖେଳ ଲୀଳା

ସାରା ବିଶ୍ଵେ ସମାହିତ ।

କେବେ ତୁମେ ଆସ ଦୀପାଳି ଆଲୋକେ

ଶାନ୍ତିର ସନ୍ଦେହ ନେଇ

ପ୍ରଦୀପ ଶିଖାରେ ଦରଶାଇ ଦିଅ

ସ୍ନେହ ପ୍ରୀତି ବରଷାଇ ।

ତୁମର ସେ ଜ୍ୟୋତି ଦିଏ ସଦଗତି

ମର୍ତ୍ତ୍ୟ ମଣ୍ଡଳରୁ ତ୍ରାହି

କରୁଣା କର ହେ ଆଲୋକ ପ୍ରଦାନେ

ରହିଛୁ ଆଶୀଷ ଚାହିଁ ।


Rate this content
Log in

Similar oriya poem from Inspirational