STORYMIRROR

Sudipta Behera

Abstract

1  

Sudipta Behera

Abstract

ଦୀପ

ଦୀପ

1 min
205

ଆସ ଆମେ

ଏକାଠି ହୋଇ

ଏକତା ର ମନ୍ତ୍ର ଗାଈ

ଦୀପ ଜାଳିବା

ଶକ୍ତି ର ଆଲୋକ ରେ

ଆଲୋକିତ କରିବା

ସାରା ଭାରତ ବର୍ଷ l

ସତ୍ ଚିନ୍ତନ ର ମନୋଭାବ

ଏଡ଼ାଇ ଦେବ

ସବୁ କୁ ପ୍ରଭାବ

ଦୂରୀଭୂତ ହେବ ମହାମାରୀ

ଆଉ ହସିବ ଜଗତ

ପ୍ରଜ୍ଜଳିତ ହେବ

ନୂତନ ଆଲୋକ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract