STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଦିବ୍ୟ ଦୃଷ୍ଟି୍

ଦିବ୍ୟ ଦୃଷ୍ଟି୍

1 min
16


ଦିବ୍ୟ ଦୃଷ୍ଟି ଵଳେ

ମନୁଷ୍ୟ ଏହି

ବିଶ୍ବକୁ କଳି ଥାଇ

ନିଜର ଅନ୍ତରାତ୍ମା ରେ

ଉପବିଷ୍ଟ ପରମାତ୍ମା ଙ୍କୁ

ଉପଲୋବଧୁ କରି

ଦିବ୍ୟ ଚେତନା 

ଜାଗୃତ କରଇ

ଦିବ୍ୟ ଚେତନା 

ବଳରେ କଳ୍ପିତ

ଚିନ୍ତା ଧାରାକୁ

ସାର୍ଥକ କରିବା ରେ

ସକ୍ଷମ ହୁଅଇ

ମନ ମୁଗ୍ଧକର ଦିବ୍ୟ

ବାଣୀରେ ଭାସି ଉଠଇ

 କଣ୍ଟକିତ ପଥ 

ପୁଷ୍ପିଳ ମନହୁଅଇ

ବିଷ ପିୟୁଷ ସମ

 ଲାଗି ଥାଇ

 ଜଟିଳ ସରଳ ଲାଗଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational