STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଦି ଘଣ୍ଟା ର ଜୀବନ

ଦି ଘଣ୍ଟା ର ଜୀବନ

1 min
111

ମୃତ୍ୟୁ ପାଇଁ ତୋର ପ୍ରସ୍ତୁତ ରହିଛି

ଏ ଦୁନିଆ ଯେ ଜନ ସଂସାର

କାନ୍ଧ ଦେବା ପାଇଁ ସଜାଗ ଅଛନ୍ତି

ନାହିଁ ଜନ୍ମି ବାର ଦରକାର


ପ୍ରସ୍ତୁତ ରହିଛି କାଠ ଯେ ତୋ ପାଇଁ

ନାହିଁ ବୃକ୍ଷ ନୂଆ ଦରକାର

ସ୍ଥାନ ବି ରହିଛି ଚିହ୍ନଟ ହୋଇକି

ଭୂମି ନାହିଁ ଲୋଡା କିଣିବାର


ଅପେକ୍ଷା ରହିଛି ପ୍ର ଶ୍ୱାସ ପାଇଁ କି

ଛାଡିବ କେବେ ତୋ କଳେବର

ଦି ଘଣ୍ଟା ରେ ସବୁ ଶେଷ ଯେ ହୋଇବ

ରହିବନି ଚିହ୍ନ ବର୍ଣ୍ଣ ତୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract