STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଦି ଧାର ଲୁହ

ଦି ଧାର ଲୁହ

1 min
156

ଦି ଧାରଲୁହ ଗଡିଯାଏ ମୋର

କାଳିଆରେ ତୋ କଳାବଦନ ଦେଖି

ରନ୍ଢସିଂହାସନେ ବସିଛୁ କାଳିଆ

ଦେଖି ଲାଖିଯାଏ ମୋଆଖି

ଆଖିରୁ ଦିଧାର ଲୁହ ଗଡିଯାଏ

ତୋ କଥାଭାବିଲେମୁହିଁ

ତୋ ଶ୍ରୀକ୍ଷେତ୍ର ଘୁରି ବୁଲୁଥିବି

ତୋ ବଡଦାଣ୍ତ ଧୁଳିନେଇ

ଆଖିରୁ ଦିଧାର ଲୁହ ଗଡିଯାଏ

ତୋ ନନ୍ଦିଘୋଷ ରଥରେ ଦେଖି

ସତେକିରେ ଜଗା ବଂଚି ରହିଥିବି

ତୋ ରଥ ଦଉଡି ଟାଣିବାପାଇଁ

ଆଖିରୁ ଦିଧାର ଲୁହ ଗଡିଯାଏ

ପହଣ୍ତି ବେଳର ଛେଚା

ଛେଚି ଛେଚି ତତେ ଆଣିଲା ବେଳକୁ

ଛାତିଫାଟି ଯାଏମୋର ଦେଖି ତୋ ଶ୍ରୀମୂଖକୁ

ଆଖିରୁ ମୋହର ଲୁହ ଗଡିଯାଏ

ମାଗିଲେ ତୋ କରୁଣା ଟିକେ

ସତେକି କାଳିଆ ଦୟାହେବ ତୋର

ଏ ଅଧମ କବିଠାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract