STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

ଧର୍ଯ୍ୟ

ଧର୍ଯ୍ୟ

1 min
191

ଜୀବନଟା ଅଟେ ଅଙ୍କା ବଙ୍କା ପଥ 

କେମିତି ଚାଲିବ ସିଧା

ଜୀବନର ମାନେ ଯେବେ ବୁଝିଯିବ

ରାସ୍ତା ହୋଇଯିବ ସିଧା ।

ସୁଖରେ ଦୁଃଖରେ ଅବା ବିପଦରେ

ମନରେ ରଖିବ ଧର୍ଯ୍ୟ

ଯେତେ ବିପଦ ଆସିଲେ ଆସୁ

ଆସି ତା ବାଟରେ ଯିବ ।

ଚାଲି ନ ଜାଣିଲେ ଝୁଣ୍ଟିବ ନିଶ୍ଚୟ

ଆଣ୍ଠୁ ଗଣ୍ଠି ଛିଡ଼ିଯିବ

ଧର୍ଯ୍ୟ ଯେବେ ତୁମ ମନରେ ନ ରଖ

ଅବେଳ ରେ ମରିଯିବ ।

ଧର୍ଯ୍ୟ ହେଉଛି ପ୍ରକୃତ ବଳ

ସବୁ ମଣିଷ ପାଇଁ

ଯିଏ ଡରିଯାଏ ସିଏ ମରିଯାଏ

ଧର୍ଯ୍ୟ ହେଉଛି ପ୍ରକୃତ ବଳ।



Rate this content
Log in

Similar oriya poem from Tragedy