Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଧର୍ମକୁ ଆଖିଠାର

ଧର୍ମକୁ ଆଖିଠାର

1 min
222



ଜରିବନ୍ଦ ପାଇଁ କୋଟିକୋଟି ଟଙ୍କା ପ୍ରଚାରରେ ହୁଏ ଖରଚ,

ଗୋଟିଏ ଦିନରେ ବିନା ପଇସାରେ ବନ୍ଦ ହେଇପାରେ ଜାଣିଛ ?


ଗୁଟୁକା ଗଞ୍ଜେଇଅବକାରୀ ଚିଜ ଆଇନ ବନ୍ଦ କରିଛି,

ଆଗଠୁଁ ଅଧିକ କିଣା-ବିକା ହୁଏ କହିଲ କିଏ ନ ଜାଣିଛି ? 


ଜରି ଯେ ତିଆରି କରୁଛି କମ୍ପାନୀ ତାକୁ ଧରିଦେଲେ ସରିଲା,

ଗୁଟୁକା କମ୍ପାନୀ ଗଞ୍ଜେଇରପ୍ତାନୀ ବନ୍ଦ କରିଲେ ହୋଇଲା |


ଆମ ପରିବେଶ ଖରାପ କାରଣ ବଡ଼ଗାଡି ଧୂଆଁ ଛାଡ଼ୁଛି,

ବିନା କାରଣରେ ଦ୍ରୁତ ବାଇକରେ ଟୋକାଙ୍କ ହର୍ଣ୍ଣ ରଡୁଛି |


ହେଲମେଟ ଧରା ହୋଇଗଲା ଢିଲା ଷଣ୍ଢ ଶୋଉଛନ୍ତି ବାଟରେ,

ରାଜପଥ ପାଇଁ ମାଲିକ ନାହାନ୍ତି ପୂରିଛି ତ ଗାଈ ଗୋଠରେ |


ଧନ୍ୟ ଆମନେତା ସାଂସଦ ଜନତା ଆଇନ ତା' ବାଟେ ରହୁଛି,

ନିଜ ସୁବିଧାରେ ଯିଏ ଯାହା କରୁ କାହାକୁ ବା କିଏ କହୁଛି ?


Rate this content
Log in

Similar oriya poem from Inspirational