ଧର୍ମ
ଧର୍ମ
ଧନ ଥାଇ କି ଲାଭ, ଯେବେ ଧର୍ମ ନ କରଇ।
ମରଣ କାଳେ ଧନ ନୁହେଁ ଧର୍ମ ହିଁ ମୋକ୍ଷ ଦେଇଥାଇ।।
ଯଶ କାମନାରେ ଯେ କରେ ଧର୍ମାଚରଣ।
ତା ଯଶ ରହେନା ଚିରକାଳ ଜାଣ।।
କର୍ମ ହିଁ ପୂଜା, ସେବା ହିଁ ଧର୍ମ।
ଏଇଟା ହିଁ ଜୀବନର ପରମ ମର୍ମ।।
Priyanak Panda
