STORYMIRROR

Bijaya Kumar Swain

Inspirational

2  

Bijaya Kumar Swain

Inspirational

ଧର୍ମ

ଧର୍ମ

1 min
121


ସବୁ ଏଠି ପରା ଧର୍ମରେ ଚାଲିଛି

  ଧର୍ମ ବିନା ନାହିଁ ଗତି

ଧରମ ପଥ ରେ ଚାଲୁଅଛି ଯିଏ

  ଛାଡେନି ତାକୁ ଦୁର୍ଗତି।

ଦୁର୍ଗତି କୁ ସହି ଯିଏ ଆଗେ ବଢେ

  ଧରମ ଥାଏ ତା ସାଥୀ

କଷଟି ପଥରେ ଚାଲୁ ଚାଲୁ ସିଏ

  ବାଣ୍ଟ ଇ ଭାବ ପୀରତି।


ଧରମ ପଥରେ ପଥିକ ହୁଏ ଯେ

   ନ ଛାଡ଼ଇ ତାକୁ ଧର୍ମ

ଚଲାପଥ ତାର କୁସୁମିତ ହୁଏ

  ଶୂନ୍ୟ ଥାଳ ହୁଏ ପୂର୍ଣ୍ଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational