STORYMIRROR

Susil Pani

Tragedy

4  

Susil Pani

Tragedy

ଧର୍ମ ଓ କର୍ମ

ଧର୍ମ ଓ କର୍ମ

1 min
327

କରୁଣା ନକଲେ କୃପାର ଠାକୁର

             ଭରଣା ହେବ କିଏ ଜୀବନ

ଧନ ଜନ ସବୁ ଥିଲେ ମୋର ପାସେ

      ତୁମ ଉପଲଦ୍ଧି ନହେଲେ ଏ ତୁଚ୍ଛ ଜୀବନ ।

ମାୟା ମରିଚିକା ପଛେ ଧାଈଁ ଧାଈଁ

                 ସମୟଟି ଜାଏ ସରି

ଦୃଲଭ ମଣିଷ ଜୀବନ ର ମୂଲ୍ୟ

        ଏ ସାଧରଣ ମଣିଷ ବୁଝି ପାରୁନାହିଁ ।

ଖାଦ୍ୟର ଲାଳସା ଉପଭୋଗ୍ୟ ସାମଗ୍ରୀ

       ଦିନୁ ଦିନ ମାୟାରେ ଯେ ପକାଇଲା

ଧର୍ମ କଥା ନଭାବି କର୍ମ କରି ସିଏ

         ଜୀବନଟା ବିତି ଗଲା  ।

ଶେଷ ସମୟରେ ଯେବେ ସିଏ ଭାବେ

        ମାନବ ଜୀବନର କଣ ଅଟେ ଧର୍ମ

ଧର୍ମର ମରର୍ମ ବୁଝିବା ପାଈଁକି

                ନଅଁଣ୍ଟିଲା ତାକୁ ଦିନ ।

କର୍ମର ସଙ୍ଗେ ଧର୍ମ ବି କଲେ

            ମନେ ଆସଈ ସଂଙ୍କୋଚ

ସମୟର ତାଳେ ଚାଲୁଥିଲେ ଦୁହେଁ

ନ ଆସିବ ମନେ ବୃର୍ଥା ହେଲା ମୋ ଜୀବନ ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Susil Pani

ରାଖୀ

ରାଖୀ

1 min വായിക്കുക

ନାରୀ

ନାରୀ

1 min വായിക്കുക

ମୋ ଭାରତ

ମୋ ଭାରତ

1 min വായിക്കുക

ଈଶ୍ୱର

ଈଶ୍ୱର

1 min വായിക്കുക

ଅଭିସପ୍ତୟ

ଅଭିସପ୍ତୟ

1 min വായിക്കുക

ସମ୍ପର୍କ

ସମ୍ପର୍କ

1 min വായിക്കുക

ମୃତ୍ୟୁ

ମୃତ୍ୟୁ

1 min വായിക്കുക

Similar oriya poem from Tragedy