Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasis Ray

Abstract Inspirational Others

3  

Debasis Ray

Abstract Inspirational Others

ଧରାର ରବି

ଧରାର ରବି

1 min
220



 ସବୁଦିନେ ଉଇଁ ଉଠେ ଦିଗବଳୟ କରି ରକ୍ତ ବର୍ଣ୍ଣ 

ବଦଳରେ କିଛି ପାଇବ ଏହି ଇଚ୍ଛା ନକରେ କେବେ ମନ ।

ସକଳ ଶକ୍ତିର ଆଧାର ପୁଣି ଅଟନ୍ତି ମହାଜ୍ଞାନୀ 

ହନୁମାନଙ୍କପରି ଶିଷ୍ୟ ହୋଇଥିଲେ ତୋଷ ପୁର୍ଣ ଜ୍ଞାନ ଜାଣି ।

ମହାତ୍ମା ଧରନ୍ତି ଶରୀର ଧରାରେ ତାଙ୍କ ଗୁଣ ଆଣି 

ପାଇଥିଲେ ସର୍ବପ୍ରଥମେ ଭାଗବତ ଗୀତାର ତତ୍ତ୍ୱ।

ସେ ବୋଧେ ଥିଲେ ଦୁନିଆରେ ପକୃତ ନିମିତ୍ତ 

ପଡିଥାଏ ତାଙ୍କୁ କରିବାକୁ ଅନ୍ୟାୟର ସହ୍ୟ ।

ହୃଦୟ ପୁର୍ଣ ସଫା ଯେପରି କାନ୍ଥରେ ଗୋମୟ 

ମର୍ତ୍ତ୍ୟ ସୂର୍ଯ୍ୟମାନେ ମଧ୍ୟ ଅଟନ୍ତି ସେହିପରି ।

କାଟିଦିଅନ୍ତି ଜୀବନ ସତବାକ୍ୟ ଅନ୍ୟଠାରେ ଉଚାରୀ 

ଜ୍ଞାନ ବାଣ୍ଟୁ ବାଣ୍ଟୁ ଶୁଣନ୍ତି କଟାକ୍ଷ ଓ ଶାଣିତ ବଚନ ।

ଯୀଶୁ ବୁଦ୍ଧ ମମମଦ ମହାବୀର ଜଣେଜଣେ ଧରାର ତପନ 

ନୈତିକତାର ଶିକ୍ଷାଦେଇ ସମାଜକୁ କରିଛନ୍ତି ସନ୍ତୁଳନ ।

ସବୁ ଛୋଟ ପିଲା ଯୁବକ ଆମେ ତାଙ୍କପରି ହେବା 

ମନ ହୃଦୟରେକେବେ ଅହଂକାର ଅଭିମାନ ନରଖିବା ।

କର୍ମ କରିବା ଏହା ମନୁଷ୍ୟର ଦିବ୍ୟ ଅଧିକାର 

ସମୟକୁ ନେଇ ସେମାନେ ଅବତାରଣ ନକଲେ ପଡିଯିବ ହାହାକାର ।


Rate this content
Log in

Similar oriya poem from Abstract