STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଧନ୍ୟ ସେ ରଥ

ଧନ୍ୟ ସେ ରଥ

1 min
205

ଧନ୍ୟ ସେ ରଥ

  ଧନ୍ୟ ସେ ପଥ


ଧନ୍ୟ ସେ ରଥରେ 

  ଧନ୍ୟ ସେ ପଥ

ସବୁ ଧନ୍ୟ ମଧ୍ୟେ 

ତୁମେ ଅଟ ଧନ୍ୟ

 ଧନ୍ୟ ଧନ୍ୟ ତୁମେ ଶ୍ରୀ ଜଗନ୍ନାଥ।


ଧନ୍ୟ ସେ ରଥ

ଧନ୍ୟ ସେ ରଥରେ

ଧନ୍ୟ ସେ କାଠ

ଯେ କାଠରେ ଗଢା ସେ ନନ୍ଦିଘୋଷ


ସବୁ ଠାରୁ ଧନ୍ୟ ସେ ବଡ଼ ଦାଣ୍ଡ

ତାର ପ୍ରତି ରେଣୁ ହୋଇଗଲେ ଧନ୍ୟ

 ଯା ଉପରେ ଗଡେ ଜାଗା ର ରଥ।


 ଧନ୍ୟ ସେ ରଥ

ଧନ୍ୟ ସେ ଦେବତା 

ଧନ୍ୟ ସେ ଭକ୍ତ

ଭକ୍ତ ପାଇଁ ଜଗା ଜଗତେ ଖ୍ୟାତ

ସବୁ ଧନ୍ୟ ମଧ୍ୟେ

ଧନ୍ୟ ଅଟୁ ଆମେ

 ଏ ପୂଣ୍ୟ ଧାମରେ ହୋଇଣ ଜାତ।

ଧନ୍ୟ ସେ ରଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational