STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ତୁ ଜନନୀ ତୁ ଜାୟା

ତୁ ଜନନୀ ତୁ ଜାୟା

1 min
159


ତୁ ଜନନୀ ତୁ ଜାୟା

କୋମଳ ପ୍ରସ୍ଫୁଟିତ

ସଦ୍ଯସ୍ନାତ ମହକ ଭରା

ସୁଗନ୍ଧ ରାଜ

ପାରିଜାତ କୁସୁମ

ବାସ୍ନାରେ ବିଛୁରିତା

ହାସମୟୀ ଲାସ୍ଯମୟୀ ଧୈର୍ଯ୍ୟର

ତରଙ୍ଗାୟିତ ପାରାବାର

ସେହ୍ନ ପ୍ରେମରେ ଭରା

ଜନନୀ ରୂପେ ଉଛୁଳା

ନଈଁ ସମ ପ୍ରବାହିତା

ଜାୟା ରୂପେ 

କର୍ତ୍ତବ୍ୟ ପରାୟଣା

ସେହ୍ନ ସୂତ୍ରରେ ବନ୍ଧା

ପଦ୍ମଗନ୍ଦା ସ୍ଵୟଂସିଦ୍ଧା

ଶକ୍ତି ସ୍ବରୂପା ପୂଣ୍ୟ ତୋୟା

ବିଶ୍ବବିଦିତା ପତିବ୍ରତା ଜନନୀ ସମ

ଅତି ପଵିତ୍ର ତାରି କାୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational