STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଧନ୍ୟ ଗୁରୁ ଦେବ

ଧନ୍ୟ ଗୁରୁ ଦେବ

1 min
188

ଧନ୍ୟ ଗୁରୁ ତୁମେ ଧନ୍ୟ ତୁମ ଲୀଳା

ମୁହିଁ ଅବଳା ,ମୁ ଯେ ଦୁର୍ବଳା

ପାରିକର ମୋର ସଂସାରେ ଭେଳା ।


ତୁମ ପାଇଁ ମୋର ହୁଅଇ ଜ୍ଞାନ

ଦୟା କର ଗୁରୁ ଆହେ ଭଗବାନ

ତୁମ ଦାସ କୁ ପାଦେ ଦିଅ ସ୍ଥାନ

ତୁମ ନାମେ ମୋର ବିତି ଯାଉ ଦିନ ।


ମୋ ପାଇଁ ତୁମେ କର ନାହିଁ ହେଳା

ତୁମ ବିନା ଦୁଃଖ କିଏ ବୁଝେ ଭଲା

ଧନ୍ୟ ଗୁରୁ ତୁମେ ଧନ୍ୟ ତୁମ ଲୀଳା ।


ତୁମ ପରି ଗୁରୁ କିଏ ହେବ ମୋର

ଯିଏ କରି ନେବ ମୋତେ ଆପଣାର

ତୁମ ପାଇଁ ହେଲା ଏଇ ଜନ୍ମ ମୋର

ଆହେ କୃପାମୟ ମୁହିଁ ହେଲି ଛାର ।


ଆସୁ ମୋ ଜୀବନେ ପୁଣ୍ୟ ର ବେଳା

ହରି ନାମ ଗାଇ ହେବି ତୁମ ଚେଲା

ଧନ୍ୟ ଗୁରୁ ଧନ୍ୟ ତୁମ ତୁମ ଲୀଳା ।


Rate this content
Log in

Similar oriya poem from Classics