STORYMIRROR

Sadananda Pratihari

Inspirational

2  

Sadananda Pratihari

Inspirational

ଧନ୍ୟ ଭାରତ ମାତା

ଧନ୍ୟ ଭାରତ ମାତା

1 min
13.4K


ସ୍ଵାଧୀନତାର ଏ ପବିତ୍ର ଦିବସେ

ଜଣାଉଛୁ ଶ୍ରଦ୍ଧାଞ୍ଜଳି

ଦେଶ ମାତୃକାର ସୁରକ୍ଷା ସଂଭ୍ରମେ

ଦେଲେ ଯିଏ ପ୍ରାଣ ବଳି ॥

ସହି ନିର୍ଯାତନା ଅନେକ କଷଣ

ଦେଇଗଲେ ସ୍ୱାଧୀନତା

ଧନ୍ୟ ମହାନତା ଧନ୍ୟ ସେ ଜୀବନ

ଧନ୍ୟରେ ଭାରତ ମାତା ॥

ଦେଶରୁ ହଟାଇ ବିଦେଶୀ ଶକ୍ତିଙ୍କୁ

ଆଣିଲେ ଶାସନ ଭାର

ବିଜୟ ମୁକୁଟ ପିନ୍ଧାଇ ମାଆକୁ

ଦେଇଗଲେ ଉପହାର ॥

(ସଦାନନ୍ଦ ପ୍ରତିହାରୀ )

୧୫-୦୮-୨୦୧୮


Rate this content
Log in

Similar oriya poem from Inspirational