STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଧନରେ

ଧନରେ

1 min
167

ଧନରେ

ମନେ ରଖିଥିବୁ ସଦାରେ

ନିଜ ସ୍ୱାର୍ଥ ପାଇଁ

ପରକୁ କେବେହେଁ

ଦୁଃଖ ଦେବୁ ନାହିଁ ବାବୁରେ


ଧନରେ

ମନେ ରଖିଥିବୁ ସଦାରେ

ଭୋକିଲାକୁ ମୁଠେ ଭାତ ଦେବୁ ବାବୁ

ଗରିବକୁ ଖଣ୍ଡେ କନାରେ


ଧନରେ

ମନେ ରଖିଥିବୁ ସଦାରେ

ଆସିଅଛୁ ଏକା ଏ ଧରା ଧାମକୁ

ଏକା ହୋଇ ପୁଣି ଯିବୁରେ


ଧନରେ

ମନେ ରଖିଥିବୁ ସଦାରେ

ମିଠା କଥା କହି ସଭିଙ୍କୁ ଆଦରି

ପ୍ରେମ ଫୁଲ ତୁ ବାଣ୍ଟିବୁରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract