STORYMIRROR

Nirupama Tarai

Tragedy

3  

Nirupama Tarai

Tragedy

ଧନ ଓ ଧର୍ମ

ଧନ ଓ ଧର୍ମ

1 min
140

ଓଡ଼ିଆ ଜାତିର ଆମେ ସନ୍ତାନ

ସନାତନ ଅଟେ ଆମରି ଧର୍ମ

ଧନ ବନଭୂମି ଆମରି ଦେଶ

ଆସିଥିଲେ ଯେତେ ଗୋରା ଶାସକ।


ଗୁଳି, ଚାବୁକ ରେ କରି ଶାସନ,

ବୋହିନେଲେ ଆମ ଦେଶରୁ ଧନ

ଧନ ଧର୍ମ କୁ ପାରେନି ଆଣି,

ଧର୍ମ ବଳେ ଧର୍ମ ଆସେ ପାଖକୁ ଟାଣି।


ଧନୀ କାହାକୁ କୋଟି ପତିକରେ

କାହାକୁ ଦୀନ ଦରିଦ୍ର

ଧନ କେବେ ଚିରସ୍ଥାୟୀ ନୁହେଁ

ନ ରୁହ ତା ବାପ ଚାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy