STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଧଳା ରଙ୍ଗ

ଧଳା ରଙ୍ଗ

1 min
166


ଶୁଦ୍ଧତା ଶାନ୍ତିର ପ୍ରତୀକ ଧଳା

ସବୁଠାରୁ ଶୋଭନୀୟ

ଟିକିଏ କାଳିମା ସହି ପାରେନା ସେ

ଦିଶେ ଅତି ଦୟନୀୟ।


ସରଳତା ଗୁଣ ସୂଚାଏ ଏ ରଙ୍ଗ

ପବିତ୍ରତାର ସନ୍ତକ

କୈମଳ ଭାବନା ପରିଚାୟକ ଏ

ନିର୍ମଳ ମନର ଲୋକ।


ସାଧୁ ସନ୍ଥ ନେତା ଆପଣାନ୍ତି ତାକୁ

ଶ୍ବେତର ଥାଏ ଗାରିମା

ଶ୍ବେତପୁଷ୍ପ ଅଟେ ଦେବତାଙ୍କ ପ୍ରିୟ

ଅପୂର୍ବ ତାର ସୁଷମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational