STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଧୌର୍ଯ୍ୟହୀନ

ଧୌର୍ଯ୍ୟହୀନ

1 min
104

ଧୌର୍ଯ୍ୟହୀନ ଜୀବନ

ମୃତ ସମାନ

ଆଶାହୀନ ଜୀବନ

ପଶୁ ସମାନ

ସପନହୀନ ଜୀବନ

ନରକ ସମାନ

ସାଥି ବିନା ଜୀବନ

କଏଦୀ ସମାନ

ପ୍ରେମ ବିନା ଜୀବନ

ମରୁଭୂମି ସମାନ

ସଂଘର୍ଷ ବିନା ଜୀବନ

କୀଟ ସମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract