STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଧୌର୍ଯ୍ୟ

ଧୌର୍ଯ୍ୟ

1 min
170

ଯେବେ ଚୂନା ହୁଏ

ସୁନା ସପନ

ଧୌର୍ଯ୍ୟ ଧରିଥିଲେ

ମିଳେ ନୂଆ ଜୀବନ


ବିପଦର ଝଡ଼

ଆସି ପଳାଇଯିବ

ଧୌର୍ଯ୍ୟ ରଖିଥିଲେ

ଆଉଥରେ ପୁଣି ତୁମେ ହସିବ


ବିରହ ବିଚ୍ଛେଦ

ଜୀବନେ ଆସେ

ଧୌର୍ଯ୍ୟ ମନେଥିଲେ

ସୁନା ସଂସାର ହସେ


ମନ ଭାଙ୍ଗିଦିଏ

ଖରାପ ବେଳ

ଧୌର୍ଯ୍ୟ ଧରିଥିଲେ

ଦିନେ ହେବ ସଫଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract