STORYMIRROR

Nityananda Behera

Abstract

3  

Nityananda Behera

Abstract

ଧାରେ ହସ

ଧାରେ ହସ

1 min
290

ଧାରେ ହସ,

ଧୋଇଦିଏ

ମନ ତଳ ଅବଶୋଷ

ହୋ....ବେଦନାକୁ ଚାପି

ବଞ୍ଚିବା ପାଇଁ କି

ଜଗାଏ କ୍ଷୀଣ ଆଶ

କା ପାଇଁ ମଳୟ ଚଇତାଲି ସାଜି

ଡାକିଆଣେ ମଧୁ ମାସ

କା ପାଇଁ ଶ୍ରାବଣ ଧାରା ସମ

ସୁଖର ନ ଥାଏ ଶେଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract