ଧ୍ୱଂସର ବିଭୀଷିକା
ଧ୍ୱଂସର ବିଭୀଷିକା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହେ ଈଶ୍ବର ! ଥରେ ଦେଖିବ ଆସ
ତୁମେ ନିଜେ ସୃଷ୍ଟି କରିିିଥିବା ଏ ସୁନ୍ଦର ପୃୃୃଥିବୀ ଆଜି
କେତେ ବଦଳି ଯାଇଛିି,
ନିଜେ ସଜେଇ ଥିବା ଇନ୍ଦ୍ରଧନୁର ସାତଟି ରଙ୍ଗ ଆଜି
ବିଲୀନ ଦିଶୁଛି,
ଏ ଧରଣୀ ଧରା ଆଜି ମଳିନ ପଡିିିଛିି,
ଭଲ ପାାଇବାର ନାଁ ଏଠି ପ୍ରତାରଣା ହୋଇଛି,
ତ୍ୟାଗ ନାମରେ ଚାଲିଛି ଏଠି ସ୍ୱ୍ବା୍ର୍ଥପରତା ସ୍ୱ୍ବା୍ର୍ଥପରତା ।
ହେ ଈଶ୍ବର! ଥରେ ଦେଖିବ ଆସ ତୁମେ ରହୁଥିବା ତୁମ ମନ୍ଦିରକୁ
ଦର୍ଶନ ନାମରେ ଚାଲିଛି ଏଠି ଲୁଣ୍ଠନ,
ଆଶ୍ରୀବାଦ ନାମରେ ଚାଲିଛି ଏଠି ବ୍ୟଙ୍ଗ ପ୍ରବଚନ,
ପ୍ରସାଦ ନାମରେ ଚାଲିଛି ଏଠି ଶୋଷଣ ।
ହେ ଈଶ୍ବର ! ତୁମେ ଥରେ ଦେଖି ଯାଅଈଶ୍ୱର
ହେ ଈଶ୍ବର 
;ଥରେ ତୁମେ ଦେଖି ଯାଅ ଏ ସବୁଜ ବନାନୀ ପରିିିବେଶକୁ,
ବୃକ୍ଷ ରୋପଣ ନାମରେ ଚାଲିଛି ଏଠି ଚେର ଛେଦନ,
ଶସ୍ୟ ଶାମଳିତ ସବୁଜ ବନାନୀ ଆଜି ପାଲଟିଛି ଧ୍ୱଂସର ପରିବେଶ,
ଏଠି ଅମ୍ଳଜାନ ନୁହେଁ ଅଙ୍ଗାରକାମ୍ଳ ଲେଖୁଛି ମୁତ୍ୟୁ ର ରହସ୍ୟ ।
ହେ ଈଶ୍ବର ! ଥରେ ତୁମେ ଦେଖିଯାଅ ଏ ସୁନ୍ଦର ପରିବାରକୁ
ଆଜି କେମିିିତି ଭାଙ୍ଗି ଛିନ୍ ଭିନ୍ ହୋଇଛି,
ସ୍ନେହ, ଶ୍ରଦ୍ଧା, ଭଲ ପାଇଵାରେ ଵିିତୁଥିବା ସମୟ ଆଜି କେମିତି ଅଟକି ଯାଇଛି,
ସମ୍ପର୍କର ମୂୂଲ୍ୟଵୋଧ କେତୋଟି ଅକ୍ଷରରେ ସୀମିତ ହୋଇଛି ।
ହେ ଈଶ୍ୱର ! ଧ୍ୱଂସ କରିିଦିଅ ଏ ସ୍ୱ୍ବା୍ର୍ଥପରତାର ସମାଜକୁ
ଆଉ ଥରେ ଥାପି ଦିଅ ସ୍ନେହ, ପ୍ରେମର ମନ୍ତ୍ର,
ଫୁଟାଇ ଦିଅ ହସ ଖୁସିର ଗୋଲାପ,
ହେ ଈଶ୍ୱର ତୁମକୁ ଶତ ଶହ ନମସ୍କାର
ଶତ ଶହ ନମସ୍କାର ।