STORYMIRROR

Krishna Samantaray

Classics

2  

Krishna Samantaray

Classics

ଅପେକ୍ଷା.... ମଣିମାଙ୍କ ବାଟକୁ

ଅପେକ୍ଷା.... ମଣିମାଙ୍କ ବାଟକୁ

1 min
21


 ପଚାରିିିଲି, ଥକି ଯାଇଛୁ କିିିରେ ......?

 କଣ ଏମିତି ବଡ଼ ଦାଣ୍ଡରେ ଶୋଇ ପଡିିିଛୁ .....?


କହିଲା ଆରେ ନାଇଁ ........


ମୁଁ ଫୁଣି ଥକିବି......!

ଯେଉଁ ଥକା ମନ ଆସେ  

ଚକା ନୟନ  ଦେଖିବାକୁ,

ମୁଁ ପରା ସେଇ ଚକା ନୟନ

ବିଜେ କରିଥିବା  ରଥରେ ବନ୍ଧା ।।


କେମିତି  ଯେ ଥକିିିବି......।


ବରଷକେ ଥରେ,

ବାମନ ରୂପରେ ସେ ରଥରେ

ଦେଖି ଦେଲିି , ତା ସେଵାରେ  ଲାଗି ଗଲି,

ଵଡ଼ ଦାଣ୍ଡରେ ଗଡ଼ି ଗଲି।।।।


ଅପେକ୍ଷା ........

ଜୀଵନ ବଞ୍ଚି ଥିଲେ,

ଫୁଣି ଆର ବରଷକୁ.......।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics