STORYMIRROR

Krishna Samantaray

Romance

2  

Krishna Samantaray

Romance

ଠିକଣା

ଠିକଣା

1 min
38


ଦୁନିଆରେ ସବୁୁୁଦିନ ମନେରଖିବାକୁ

 ଠିିକଣା ମୁଁ  ଦେଇଅଛି କେବଳ ଜଣଙ୍କୁ,

ମନର କାଗଜ ଦେହେ ଲେଖି ନିିିଜ ନାମ

ସ୍ନେହକୁ କରି  କାଳି ଆଉ ପ୍ରୀତିିିକୁ କଲମ।।।

 

ମମତାର ନଅରରେ  ମତେ ଖୋଜିବାକୁ

ଠିିକଣା ମୁଁ ଦେଇଅଛି କେବଳ ଜଣଙ୍କୁ,

ମନର ବଗିିଚା ମୋର  ଥିଲା ଯେ ଶ୍ରୀହୀନ

ତୁମ ପରି ଗୋଲାପକୁୁ ପାାଇ ହେଲା ପୂର୍ଣ।।


ସମାଜର ସବୁ ସ୍ନେହ ମମତା ଲାଗେ ମିଛ ମିଛ

ତୁମ ସ୍ନେହ ପୀରତିି ଠାରେ ସଵୁୁୁଜାକ ତୁଛ,

ଅନେକ ଦିିିନୁ  ମନ ଖୋଜୁଥିଲା ତୁମ ପରି ଏକ ମନ

ଯାହା ସଂଗେ ହସି କାନ୍ଦୀ କଟେଇବି ଦିନ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance