STORYMIRROR

Krishna Samantaray

Fantasy Inspirational Children

4  

Krishna Samantaray

Fantasy Inspirational Children

ବୃକ୍ଷ ହିଁ ଜୀଵନ

ବୃକ୍ଷ ହିଁ ଜୀଵନ

1 min
92

 ବୃକ୍ଷ ହିଁ ଆମର ଜୀବନ


ରଖିଥିବା ତା'ରି ମାନ


ଭସେଇ ନେଲା ରେ  ନେଲା ଭସେଇ


ବାତ୍ୟା ତ  ସବୁ  ନେଲା  ଉଡେଇ


ମାନଶାନ୍ତି ହେଲା ନାହିଁ ତାହାର


ଗଛ ବୃକ୍ଷ କଲା ସବୁ ଛାରଖାର


ଅଶୁଂଘାତ  ଆହା ଆସୁଛି ମାଡ଼଼ି


ଲୋକମାନଙ୍କୁ ସେତ କରିବ ଖାଡି


ଲୋକମାନେ  ଯଦି ବୁଝିବେ ଏବେ


ଭଵିଶ୍ୟତକୁ  ସେମାନେ  ବଞ୍ଚିବେ  ତେେେ


ଆଜି  ଠାରୁ  ଆମେ ଶପଥ ନେବା


ବୃୃକ୍ଷରୋପଣ  କରି  ଚାଲିବା


ଘର  ଚାରିପାଖେ  ଗଛ ଲଗାଇ


ଖୁୁସିରେେ  ରହ  ହେ  ଭଉଣୀ ଭାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy